କ୍ୱାରାନଟାଇନ ସେଣ୍ଟର ବାହାରେ ଥିବାର ୩୧ ଟା କୋଭିଡ-୧୯ ମାମଲା ଓଡିଶାର କମ୍ୟୁନିଟି ଟ୍ରାନ୍ସମିଶନ ଚିନ୍ତା ବଢ଼ାଲା |

ଗୁଟେ ମାସ ଭିତରେ ଓଡିଶାର ବହୁତ ସକାରାତ୍ମକ ମାମଲା ଅନ୍ୟ ରାଏଜ ନୁ ଫେରୁଥିବା ଲୋକ ମାନଙ୍କୁ ଚିହ୍ନଟ କରାଯାଇପାର୍ବା କିନ୍ତୁ ମଂଗଲବାର ର ସଂଖ୍ୟା ହେଟା ବଦଲେଇ ଦେଇଛି।

ପହେଲା ଥର ଲାଗି ମେ 1 ରେ ପ୍ରବାସୀ ଶ୍ରମିକ ମାନେ ଓଡିଶାରେ ପହୁଁଛବାର ଆରମ୍ଭ କରବାର ପରେ ମଙ୍ଗଲବାର ଦିନ ରାଏଜ ରେ ସ୍ଥାନୀୟ ସଂକ୍ରମଣର 31 ଟା ରିପୋର୍ଟ ଆସିଛେ ଯାହା କି ବିଶେଷଜ୍ଞ ମାନକର ମନ ଭିତରେ ଅଶଙ୍କା ଆନିଛେ ଜେ ଇ ପ୍ରକାର ଜିନିଷଟା ସମ୍ପ୍ରଦାୟ ସଂକ୍ରମଣର କାରଣ ହେଇପାରେ।
ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ବିଭାଗ କହିଛେ ଯେ ମଙ୍ଗଲବାର ଦିନ ସାରା ରାଏଜରେ 146 ଟା କୋଭିଡ -19 ମାମଲା ରୁଜୁ ହୋଇଛେ ଯେନଟା ସମୁଦାଏ 2,245 କେ ନେଇଛେ। ଓଡିଶାନେ ସମୁଦାଏ 95% ନୁ ଐତକା ମାମଲାଥି 115 ଜଣ ପ୍ରବାସୀ ଶ୍ରମିକ ରହୁଥିବା ସଙ୍ଗରୋଧ କେନ୍ଦ୍ରନୁ ରିପୋର୍ଟ ହେଇଛେ, ସେମାନଙ୍କର ନୁ ବହୁତ ଟେ କୋରାନା ରୋଗ ବାହାରୁ ଆନିଛନ, ତଥାବି ଆଜି ରିପୋର୍ଟ ହେଇଥିବାର 31 ଟା ମାମଲା ର କେନସି ପ୍ରକାର ଟ୍ରାଭେଲ ହିଷ୍ଟୋରୀ ନାଇ ନ |

ଇଟା ପହେଲାଥର ଯେ ମେ 1 ନୁ ଏତେ ସଂକ୍ଷାନେ ସ୍ଥାନୀୟ ଲୋକ ପଜିଟିଭ୍ ପରୀକ୍ଷାରେ ଦେଖବାର କ ମିଲିଛନ- ଯେତେବେଲେ ଲକଡାଉନ୍ ନିୟମାବଲି ହ୍ରାସ ପାଏବା ପରନୁ ପ୍ରବାସୀ ଶ୍ରମିକମାନେ ଓଡିଶାନେ ପହଁଚିବା ଆରମ୍ଭ କରିଥିଲେ। ମେ 5 ନୁ, ଯେତେବେଲେ ଫେରିଥିବାର ପ୍ରବାସୀ ଶ୍ରମିକମାନେ ବହୁ ସଂଖ୍ୟାନେ ପଜିଟିଭ୍ ପରୀକ୍ଷା ହେବାର ଆରମ୍ଭ କଲେ, ସ୍ଥାନୀୟ ଲୋକ ମାନକର ଭିତରେ ସଂକ୍ରମଣ ସଂଖ୍ୟା 2 ରୁ 10 ଭିତରେ ସୀମିତ ରହେଲା |

କିନ୍ତୁ ମଙ୍ଗଲବାର ଦିନର 31 ଟା ସ୍ଥାନୀୟ ସଂକ୍ରମଣ ସହିତ AIIMS ଭୁବନେଶ୍ୱରର ଏପିଡେମୋଲୋଜିଷ୍ଟ ବିନୋଦ ପାତ୍ର କହିଛନ ଜେ ଇଟା ଭଲ ସଂକେତ ନୁହେ।

Editor

Leave a Reply

Your email address will not be published. Required fields are marked *

Select Language