Category: National

ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୮ଫୁଟ ହେଲା: ସ୍ଥିତି ଗମ୍ଭୀର ଅବ୍ୟାହତ

ସମ୍ବଲପୁର,ଆଜି ମଧ୍ୟ ହୀରାକୁଦ ଜଳଭଣ୍ଡାରର ସ୍ଥିତି ସଙ୍କଟାପନ୍ନ ରହିଛି । ଏହାର ଜଳସ୍ତର ସର୍ବୋଚ୍ଚ ସୀମା ୬୩୦ ଫୁଟ ରୁ ମାତ୍ର ଦୁଇ ଫୁଟ ତଳେ ୬୨୮ ଫୁଟ ପହଞ୍ଚି ସାରିଛି ଆଉ ଏହିସମୟରେ ଉପରମୁଣ୍ଡରୁ ଜଳଭଣ୍ଡାର

ହୀରାକୁଦ ବନ୍ଧର ସ୍ଥିତି ଉଦବେଗଜନକ: ଜଳଭଣ୍ଡାରକୁ ପ୍ରତି ସେକେଣ୍ଡ ୯ ଲକ୍ଷ କ୍ୟୁସେକ ଜଳ ପ୍ରବେଶ ଯୋଗୁଁ ସ୍ଥିତି ଗମ୍ଭୀର

ସମ୍ବଲପୁର,ପ୍ରାୟ ୬୪ ବର୍ଷ ପୂର୍ବେ ନିର୍ମିତ ହୀରାକୁଦ ବନ୍ଧର ସ୍ଥିତି ବର୍ତ୍ତମାନ ଉଦବେଗଜନକ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡ ପ୍ରାୟ ୯ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଛି ଓ ସର୍ବୋଚ୍ଚ ଜଳସ୍ତର ସୀମା ୬୩୦

ସମ୍ବଲପୁର ଉତ୍ସବ ମୁଖରିତ, ଆଲୋକମାଳା ସଜାଇ ଲଡୁ ବଣ୍ଟାଗଲା ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ଭୂମିପୂଜନ ପରେ ଜନସାଧାରଣ ଙ୍କ ମନରେ ଉତ୍ସାହ

ସମ୍ବଲପୁର,ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପାଇଁ ଭୂମିପୂଜା ସମ୍ପନ୍ନ ହେବାରୁ ଦୀର୍ଘ ୫୦୦ ବର୍ଷର ଅପେକ୍ଷା, ଲଢେଇ, ସଂଗ୍ରାମ ଓ ବଳିଦାନ ପରେ ସଫଳତା ସନାତନ ଧର୍ମର ଇତିହାସରେ ସ୍ବର୍ଣ୍ଣିମ ଦିବସ ରୂପେ ଲିପିବଦ୍ଧ ହୋଇ ଯାଇଛି ।

ରାଜ୍ୟପାଳ ଙ୍କ ମଞ୍ଜୁରୀ, ଆନ୍ଧ୍ର ପ୍ରଦେଶ ରେ ହେବ ତିନିଟି ରାଜଧାନୀ |

୨୦୧୪ରେ ତେଲେଙ୍ଗାନା ଅଲଗା ରାଜ୍ୟ ଭାବରେ ଗୃହୀତ ହେବା ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ଵାଇ ଏସ୍‌ ଜଗନ୍‌ ମୋହନ ରେଡ୍ଡୀ ୨୦୧୯ରେ ଗୋଟାଏ ବଦଳରେ ଆନ୍ଧ୍ରପ୍ରଦେଶର ତିନି ତିନିଟା ରାଜଧାନୀ ରହିବ ବୋଲି ଘୋଷଣା କରିଥିଲେ |

ସୁଶାନ୍ତ ସିଂ ରାଜପୁତ ମୃତ | ମୁମ୍ବାଇ ଘରେ ମିଳିଛି ମୃତଦେହ |

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ମୃତଦେହ ମିଳିଥିବା ତାଙ୍କ ପ୍ରତିନିଧୀ ତଥା ମୁମ୍ବାଇ ପୋଲିସ ରବିବାର କହିଛନ୍ତି। ବାନ୍ଦ୍ରା (ପଶ୍ଚିମ) ର ଷଷ୍ଠ ମହଲା ଆପାର୍ଟମେଣ୍ଟରେ ଏହି ଅଭିନେତାଙ୍କ ମୃତଦେହ ମିଳିଥିଲା।

Select Language