Author: admin

ସମ୍ବଲପୁରରେ ଆଜି ୧୦୨ ଜଣ ପଜିଟିଭ ଚିହ୍ନଟ, ଜିଲ୍ଲାରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୨୬୯୫ ହେଲା

ସମ୍ବଲପୁର,ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ନୂଆ ୧୦୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୨୭୪୫

ସମ୍ବଲପୁରରେ କରୋନାର ଦିନିକିଆ ଶତକ: ଆଜିକାର ପଜିଟିଭ ଚିହ୍ନଟ ୧୦୧ ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତ ଙ୍କ ସ°ଖ୍ଯା ୯୨୮

ସମ୍ବଲପୁର,ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ଘୋଷଣା ଅନୁସାରେ ଆଜି ସମ୍ବଲପୁର ଜିଲ୍ଲାରେ ୧୦୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସମ୍ବଲପୁର ରେ କରୋନାର ପ୍ରଥମ ଦିନିକିଆ ଶତକ ଓ ରେକର୍ଡ ବୋଲି କୁହାଯାଉଛି ଓ

ସମ୍ବଲପୁରରେ ଫୁଟିଛି ବିରଳ ସହସ୍ରଦଳ ପଦ୍ମଫୁଲ: ସମଗ୍ର ଓଡ଼ିଶାରେ ଏହା ଦ୍ବିତୀୟ ଘଟଣା

ସମ୍ବଲପୁର,ଜଣେ ସ୍ଥାନୀୟ ଉଦ୍ଯମୀଙ୍କ ପ୍ରଚେଷ୍ଟାରୁ ସମ୍ବଲପୁର ରେ ହଜାରେ ପାଖୁଡ଼ା ବିଶିଷ୍ଟ ପଦ୍ମଫୁଲ ଫୁଟାଇବା ସମ୍ଭବ ସୋଇପାରିଛି, ଯାହାକି ଏକ ବିରଳ ଫୁଲ ବୋଲି ଜଣା ପଡିଛି । ସାଧାରଣତଃ ଲୋକେ ଶତଦଳ ପଦ୍ମଫୁଲ କୁ ଶ୍ରଦ୍ଧା

ନୁଆଖାଇ ଓ ଗଣେଶ ପୂଜା ଦିନ ଶଟଡାଉନ ଘୋଷଣା ଯୋଗୁଁ ଜନରୋଷ

ସମ୍ବଲପୁର:ବର୍ତମାନ ସମଗ୍ର ସମ୍ବଲପୁର ଜିଲ୍ଲାରେ କରୋନା ସଙ୍କଟ କୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏମାସର ଶେଷ ଚାରୋଟି ଯାକ ସପ୍ତାହାନ୍ତ ଶନିବାର ଓ ରବିବାର ଦିନ ଗୁଡିକ ରେ ଶଟଡାଉନ ଘୋଷଣା କରାଯାଇଛି

ନୂଆ ୯୩ ପଜିଟିଭ ଚିହ୍ନଟ ପରେ ସମ୍ବଲପୁରବାସୀଙ୍କ ଚିନ୍ତା ବଢିଲା

ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ନୂଆ ୯୩ ଜଣ ପଜିଟିଭ ଚିହ୍ନଟ ଘୋଷଣା ପରେ ସମ୍ବଲପୁରବାସୀଙ୍କ ମନରେ ଛନକା ପଶିବା ସହିତ ଚିନ୍ତା ବଢି ଯାଇଛି । ଏହାସହିତ ସମଗ୍ର ଜିଲ୍ଲାରେ ଏପର୍ଯ୍ୟନ୍ତ ମୋଟ କରୋନା ପଜିଟିଭ

ହୀରାକୁଦକୁ ଲକ୍ଷେ କ୍ଯୁସେକରୁ ଅଧିକ ବନ୍ଯାଜଳ ପ୍ରବେଶ ସହିତ ଜଳସ୍ତର ୬୧୪ ଫୁଟ ଟପିଲା

ସମ୍ବଲପୁର,ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳବର୍ଷା ଯୋଗୁଁ ବର୍ତ୍ତମାନ ଏହା ଭିତରକୁ ପ୍ରବେଶ କରୁଥିବା ଜଳରାଶିର ପରିମାଣ ଏବର୍ଷ ପ୍ରଥମଥର ପାଇଁ ଏକ ଲକ୍ଷ ଉପରକୁ ପହଞ୍ଚିଛି । ଏହା ସହିତ ଜଳସ୍ତର ମଧ୍ୟ ଦୃତଗତିରେ ବୃଦ୍ଧି ପାଇ

Select Language