Author: Editor

ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୮ଫୁଟ ହେଲା: ସ୍ଥିତି ଗମ୍ଭୀର ଅବ୍ୟାହତ

ସମ୍ବଲପୁର,ଆଜି ମଧ୍ୟ ହୀରାକୁଦ ଜଳଭଣ୍ଡାରର ସ୍ଥିତି ସଙ୍କଟାପନ୍ନ ରହିଛି । ଏହାର ଜଳସ୍ତର ସର୍ବୋଚ୍ଚ ସୀମା ୬୩୦ ଫୁଟ ରୁ ମାତ୍ର ଦୁଇ ଫୁଟ ତଳେ ୬୨୮ ଫୁଟ ପହଞ୍ଚି ସାରିଛି ଆଉ ଏହିସମୟରେ ଉପରମୁଣ୍ଡରୁ ଜଳଭଣ୍ଡାର

ହୀରାକୁଦ ବନ୍ଧର ସ୍ଥିତି ଉଦବେଗଜନକ: ଜଳଭଣ୍ଡାରକୁ ପ୍ରତି ସେକେଣ୍ଡ ୯ ଲକ୍ଷ କ୍ୟୁସେକ ଜଳ ପ୍ରବେଶ ଯୋଗୁଁ ସ୍ଥିତି ଗମ୍ଭୀର

ସମ୍ବଲପୁର,ପ୍ରାୟ ୬୪ ବର୍ଷ ପୂର୍ବେ ନିର୍ମିତ ହୀରାକୁଦ ବନ୍ଧର ସ୍ଥିତି ବର୍ତ୍ତମାନ ଉଦବେଗଜନକ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡ ପ୍ରାୟ ୯ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଛି ଓ ସର୍ବୋଚ୍ଚ ଜଳସ୍ତର ସୀମା ୬୩୦

ଜନଦାବିରୁ ନୂଆଖାଇ ଦିନ ଶଟଡାଉନ ବାତିଲ ହେଲା…

ସମ୍ବଲପୁର:ଜନଦାବିକୁ ଆଖି ଆଗରେ ରଖି ଜିଲ୍ଲାପାଳ ଶୁଭମ ସକସେନା ଆଜି ତାଙ୍କର ପୂର୍ବ ଘୋଷଣା ରେ କିଛି ସ°ଶୋଧନପୂର୍ବକ ଆଗାମୀ ୧୫, ୨୨ ଓ ୨୩ ଅଗଷ୍ଟ ଦିନ ଶଟଡାଉନ ବାତିଲ କରିଛନ୍ତି । ଏଠାରେ ଉଲ୍ଲେଖ

କରୋନା ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ଚେଷ୍ଟିତ: ସମ୍ବଲପୁର ଜିଲ୍ଲାରେ ୪୮ ଅଞ୍ଚଳରେ ଧାରା ୧୪୪ ଓ ୩୬ କଣ୍ଟେନମେଣ୍ଟ ଜୋନ ଘୋଷିତ |

ସମ୍ବଲପୁର:ଗତ ଏକ ସପ୍ତାହ ଭିତରେ କରୋନାର ପ୍ରାଦୁର୍ଭାବ କୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଠାରେ ଯଥାସମ୍ଭବ ଚେଷ୍ଟା ଜାରି ରହିଛି । ଏହିକ୍ରମରେ ସମଗ୍ର ସମ୍ବଲପୁର ଜିଲ୍ଲାର ୪୮ ଟି ଅଞ୍ଚଳ ରେ

ଭିମସାରରେ କରୋନା ପ୍ରକୋପ ବଢ଼ିଚାଲିଛି: ପୁଣି ସାତ ଜଣ ଡାକ୍ତର ଓ ଦୁଇ ଜଣ ନର୍ସ ସ°କ୍ରମିତ |

ସମ୍ବଲପୁର:ସମଗ ପଶ୍ଚିମାଞ୍ଚଳରେ ବଡ଼ ହସ୍ପିଟାଲ ରୂପେ ପରିଚିତ ଭିମସାରରୈ କରୋନା ପ୍ରକୋପ କମ ହେଉନାହିଁ ଓ ନିତିଦିନ ବଢ଼ିଚାଲିଛି । ଏସଙ୍କ୍ରାନ୍ତରେ ମିଳିଥିବା ସୂଚନା ଅନୁସାରେ ଗତକାଲି ସେଠାରେ ପୁଣି ୭ଜଣ ଡାକ୍ତର ଓ ୨ ଜଣ

କରୋନା କାଳରେ ଶିଶୁ ଓ ଗର୍ଭବତୀ ମହିଳାଙ୍କ ସ୍ଥିତି ସଙ୍କଟାପନ୍ନ: ଗତ ପାଞ୍ଚ ମାସରେ ୮୬ ନବଜାତ ଶିଶୁ ଓ ୮ ଗର୍ଭବତୀ ମହିଳାଙ୍କ ମୃତ୍ୟୁ |

ସମ୍ବଲପୁର:କରୋନା ନିୟନ୍ତ୍ରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ଦ୍ଵାରା ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ପ୍ରତି ଅବହେଳା ଯୋଗୁଁ ସମ୍ବଲପୁର ଜିଲ୍ଲାରେ ନବଜାତ ଶିଶୁ ଓ ଗର୍ଭବତୀ ମହିଳାଙ୍କ ସ୍ଥିତି ସଙ୍କଟାପନ୍ନ ହୋଇପଡିଛି । ସ୍ଥିତି କେତେ ଗମ୍ଭୀର ଏଥିରୁ

ସମ୍ବଲପୁରରେ ୧୧୨ ଜଣ ପଜିଟିଭ ଚିହ୍ନଟ ସହ ନୂଆ ରେକର୍ଡ କାୟମ |

ସମ୍ବଲପୁର:ଆଜି ସମ୍ବଲପୁର ଜିଲ୍ଲାରେ ୧୧୨ ଜଣ ପଜିଟିଭ ଚିହ୍ନଟ ହେବ ସହିତ ଗୋଟିଏ ଦିନରେ ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ହେବାରେ ରେକର୍ଡ କାୟମ ହୋଇଛି । ଏହା ସହିତ ସମଗ୍ର ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତ

ସମ୍ବଲପୁର ଉତ୍ସବ ମୁଖରିତ, ଆଲୋକମାଳା ସଜାଇ ଲଡୁ ବଣ୍ଟାଗଲା ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ଭୂମିପୂଜନ ପରେ ଜନସାଧାରଣ ଙ୍କ ମନରେ ଉତ୍ସାହ

ସମ୍ବଲପୁର,ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପାଇଁ ଭୂମିପୂଜା ସମ୍ପନ୍ନ ହେବାରୁ ଦୀର୍ଘ ୫୦୦ ବର୍ଷର ଅପେକ୍ଷା, ଲଢେଇ, ସଂଗ୍ରାମ ଓ ବଳିଦାନ ପରେ ସଫଳତା ସନାତନ ଧର୍ମର ଇତିହାସରେ ସ୍ବର୍ଣ୍ଣିମ ଦିବସ ରୂପେ ଲିପିବଦ୍ଧ ହୋଇ ଯାଇଛି ।

ସମ୍ବଲପୁର ସର୍କିଲ ଜେଲରେ କରୋନା ସ°କ୍ରମଣ ଭୟ |

ସମ୍ବଲପୁର:ଏଠାକାର ସର୍କିଲ ଜେଲରେ ଜଣେ ନବାଗତ ବନ୍ଦୀ ପଜିଟିଭ ଚିହ୍ନଟ ହେଲାପରେ ସେଠାରେବର୍ତ୍ତମାନ କରୋନା ସ°କ୍ରମଣ କୁ ନେଇ ଅନ୍ତେବାସୀ ଆତଙ୍କିତ ରହିଛନ୍ତି । ବହୁଚର୍ଚ୍ଚିତ ଲୋହା ବ୍ୟବସାୟୀ ନରେଶ ଅପହରଣ ମାମଲରେ ଲୁଟ ହୋଇଥିବା ସୁନା

କରୋନା କଟକଣା ମଧ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ।

ସମ୍ବଲପୁର: ଏହି ମାଟିର ଗର୍ବ ଓ ଗୌରବ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଆଜି ଉତ୍ସାହ ଓ ଉଦ୍ଦୀପନା ସହିତ ପାଳନ କରାଯାଇଛି । ଅବଶ୍ୟ କରୋନା କଟକଣା ପାଇଁ ଅଧିକା°ଶ ଲୋକେ ନିଜ ଘରେ

Select Language