ସୂଚନା ଅନୁଯାଇ କିଛି ଗୁଡ଼ାଏ କମ୍ପାନୀ ତାଙ୍କର ଏସଟିପି ଇଟିପି ବୀଜ଼ନେସ ରେ ଭଲ ବ୍ୟବସାୟ କରିବା ପାଇଁ ପ୍ରଦୂଷଣ ବୋର୍ଡ଼ର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସାହାଯ୍ୟ ଲୋଡୁଛନ୍ତି | କିଛି ଏଭଳି ସଂସ୍ଥା ଗୁଡ଼ାକ ମଧ୍ୟରେ
ସମ୍ବଲପୁର,ଆଜି ମଧ୍ୟ ହୀରାକୁଦ ଜଳଭଣ୍ଡାରର ସ୍ଥିତି ସଙ୍କଟାପନ୍ନ ରହିଛି । ଏହାର ଜଳସ୍ତର ସର୍ବୋଚ୍ଚ ସୀମା ୬୩୦ ଫୁଟ ରୁ ମାତ୍ର ଦୁଇ ଫୁଟ ତଳେ ୬୨୮ ଫୁଟ ପହଞ୍ଚି ସାରିଛି ଆଉ ଏହିସମୟରେ ଉପରମୁଣ୍ଡରୁ ଜଳଭଣ୍ଡାର
ହୀରାକୁଦ ବନ୍ଧର ସ୍ଥିତି ଉଦବେଗଜନକ: ଜଳଭଣ୍ଡାରକୁ ପ୍ରତି ସେକେଣ୍ଡ ୯ ଲକ୍ଷ କ୍ୟୁସେକ ଜଳ ପ୍ରବେଶ ଯୋଗୁଁ ସ୍ଥିତି ଗମ୍ଭୀର
ସମ୍ବଲପୁର,ପ୍ରାୟ ୬୪ ବର୍ଷ ପୂର୍ବେ ନିର୍ମିତ ହୀରାକୁଦ ବନ୍ଧର ସ୍ଥିତି ବର୍ତ୍ତମାନ ଉଦବେଗଜନକ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡ ପ୍ରାୟ ୯ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଛି ଓ ସର୍ବୋଚ୍ଚ ଜଳସ୍ତର ସୀମା ୬୩୦
ସମ୍ବଲପୁର:କରୋନା ନିୟନ୍ତ୍ରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ଦ୍ଵାରା ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ପ୍ରତି ଅବହେଳା ଯୋଗୁଁ ସମ୍ବଲପୁର ଜିଲ୍ଲାରେ ନବଜାତ ଶିଶୁ ଓ ଗର୍ଭବତୀ ମହିଳାଙ୍କ ସ୍ଥିତି ସଙ୍କଟାପନ୍ନ ହୋଇପଡିଛି । ସ୍ଥିତି କେତେ ଗମ୍ଭୀର ଏଥିରୁ
ସମ୍ବଲପୁର,ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ଘୋଷଣା ଅନୁସାରେ ଆଜି ସମ୍ବଲପୁର ଜିଲ୍ଲାରେ ୧୦୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସମ୍ବଲପୁର ରେ କରୋନାର ପ୍ରଥମ ଦିନିକିଆ ଶତକ ଓ ରେକର୍ଡ ବୋଲି କୁହାଯାଉଛି ଓ
ସମ୍ବଲପୁର,ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପାଇଁ ଭୂମିପୂଜା ସମ୍ପନ୍ନ ହେବାରୁ ଦୀର୍ଘ ୫୦୦ ବର୍ଷର ଅପେକ୍ଷା, ଲଢେଇ, ସଂଗ୍ରାମ ଓ ବଳିଦାନ ପରେ ସଫଳତା ସନାତନ ଧର୍ମର ଇତିହାସରେ ସ୍ବର୍ଣ୍ଣିମ ଦିବସ ରୂପେ ଲିପିବଦ୍ଧ ହୋଇ ଯାଇଛି ।
ସମ୍ବଲପୁର:ବର୍ତମାନ ସମଗ୍ର ସମ୍ବଲପୁର ଜିଲ୍ଲାରେ କରୋନା ସଙ୍କଟ କୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏମାସର ଶେଷ ଚାରୋଟି ଯାକ ସପ୍ତାହାନ୍ତ ଶନିବାର ଓ ରବିବାର ଦିନ ଗୁଡିକ ରେ ଶଟଡାଉନ ଘୋଷଣା କରାଯାଇଛି
ସମ୍ବଲପୁର: ଏହି ମାଟିର ଗର୍ବ ଓ ଗୌରବ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଆଜି ଉତ୍ସାହ ଓ ଉଦ୍ଦୀପନା ସହିତ ପାଳନ କରାଯାଇଛି । ଅବଶ୍ୟ କରୋନା କଟକଣା ପାଇଁ ଅଧିକା°ଶ ଲୋକେ ନିଜ ଘରେ
ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ନୂଆ ୯୩ ଜଣ ପଜିଟିଭ ଚିହ୍ନଟ ଘୋଷଣା ପରେ ସମ୍ବଲପୁରବାସୀଙ୍କ ମନରେ ଛନକା ପଶିବା ସହିତ ଚିନ୍ତା ବଢି ଯାଇଛି । ଏହାସହିତ ସମଗ୍ର ଜିଲ୍ଲାରେ ଏପର୍ଯ୍ୟନ୍ତ ମୋଟ କରୋନା ପଜିଟିଭ
ସମ୍ବଲପୁର,ସ୍ଥାନୀୟ ବରେଇପାଲି ସ୍ଥିତ ଜେଏମଜେ ହସ୍ପିଟାଲରେ ଜନସାଧାରଣ ଙ୍କ ପାଇଁ ସମସ୍ତ ଚିକିତ୍ସା ସେବା ଯୋଗାଇ ଦେବା ବିଷୟରେ ଜିଲ୍ଲା ପ୍ରଶାସନ ଭୁୟାଁ ବୁଲାଉଛି ବୋଲି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଅଭିଯୋଗ ଆଣିଛନ୍ତି । ଏବିଷୟରେ