Tag: covid19

ସମ୍ବଲପୁରରେ ଆଜି ୧୦୨ ଜଣ ପଜିଟିଭ ଚିହ୍ନଟ, ଜିଲ୍ଲାରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୨୬୯୫ ହେଲା

ସମ୍ବଲପୁର,ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ନୂଆ ୧୦୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୨୭୪୫

କରୋନା ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ଚେଷ୍ଟିତ: ସମ୍ବଲପୁର ଜିଲ୍ଲାରେ ୪୮ ଅଞ୍ଚଳରେ ଧାରା ୧୪୪ ଓ ୩୬ କଣ୍ଟେନମେଣ୍ଟ ଜୋନ ଘୋଷିତ |

ସମ୍ବଲପୁର:ଗତ ଏକ ସପ୍ତାହ ଭିତରେ କରୋନାର ପ୍ରାଦୁର୍ଭାବ କୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଠାରେ ଯଥାସମ୍ଭବ ଚେଷ୍ଟା ଜାରି ରହିଛି । ଏହିକ୍ରମରେ ସମଗ୍ର ସମ୍ବଲପୁର ଜିଲ୍ଲାର ୪୮ ଟି ଅଞ୍ଚଳ ରେ

ସମ୍ବଲପୁରରେ କରୋନାର ଦିନିକିଆ ଶତକ: ଆଜିକାର ପଜିଟିଭ ଚିହ୍ନଟ ୧୦୧ ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତ ଙ୍କ ସ°ଖ୍ଯା ୯୨୮

ସମ୍ବଲପୁର,ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ଘୋଷଣା ଅନୁସାରେ ଆଜି ସମ୍ବଲପୁର ଜିଲ୍ଲାରେ ୧୦୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସମ୍ବଲପୁର ରେ କରୋନାର ପ୍ରଥମ ଦିନିକିଆ ଶତକ ଓ ରେକର୍ଡ ବୋଲି କୁହାଯାଉଛି ଓ

ସମ୍ବଲପୁର ସର୍କିଲ ଜେଲରେ କରୋନା ସ°କ୍ରମଣ ଭୟ |

ସମ୍ବଲପୁର:ଏଠାକାର ସର୍କିଲ ଜେଲରେ ଜଣେ ନବାଗତ ବନ୍ଦୀ ପଜିଟିଭ ଚିହ୍ନଟ ହେଲାପରେ ସେଠାରେବର୍ତ୍ତମାନ କରୋନା ସ°କ୍ରମଣ କୁ ନେଇ ଅନ୍ତେବାସୀ ଆତଙ୍କିତ ରହିଛନ୍ତି । ବହୁଚର୍ଚ୍ଚିତ ଲୋହା ବ୍ୟବସାୟୀ ନରେଶ ଅପହରଣ ମାମଲରେ ଲୁଟ ହୋଇଥିବା ସୁନା

ଜେଏମଜେ ହସ୍ପିଟାଲରେ ଜନସାଧାରଣ ଙ୍କ ପାଇଁ ଚିକିତ୍ସା ବିଷୟରେ ପ୍ରଶାସନ ଭୁୟାଁ ବୁଲାଉଛି: ବିଧାୟକ

ସମ୍ବଲପୁର,ସ୍ଥାନୀୟ ବରେଇପାଲି ସ୍ଥିତ ଜେଏମଜେ ହସ୍ପିଟାଲରେ ଜନସାଧାରଣ ଙ୍କ ପାଇଁ ସମସ୍ତ ଚିକିତ୍ସା ସେବା ଯୋଗାଇ ଦେବା ବିଷୟରେ ଜିଲ୍ଲା ପ୍ରଶାସନ ଭୁୟାଁ ବୁଲାଉଛି ବୋଲି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଅଭିଯୋଗ ଆଣିଛନ୍ତି । ଏବିଷୟରେ

କ୍ୱାରାନଟାଇନ ସେଣ୍ଟର ବାହାରେ ଥିବାର ୩୧ ଟା କୋଭିଡ-୧୯ ମାମଲା ଓଡିଶାର କମ୍ୟୁନିଟି ଟ୍ରାନ୍ସମିଶନ ଚିନ୍ତା ବଢ଼ାଲା |

ଗୁଟେ ମାସ ଭିତରେ ଓଡିଶାର ବହୁତ ସକାରାତ୍ମକ ମାମଲା ଅନ୍ୟ ରାଏଜ ନୁ ଫେରୁଥିବା ଲୋକ ମାନଙ୍କୁ ଚିହ୍ନଟ କରାଯାଇପାର୍ବା କିନ୍ତୁ ମଂଗଲବାର ର ସଂଖ୍ୟା ହେଟା ବଦଲେଇ ଦେଇଛି। ପହେଲା ଥର ଲାଗି ମେ 1

କ୍ୱାରାନଟାଇନ ସେଣ୍ଟର ବାହାରେ ଥିବା ୩୧ ଟି କୋଭିଡ-୧୯ ମାମଲା ଓଡିଶା ର କମ୍ୟୁନିଟି ଟ୍ରାନ୍ସମିଶନ ଚିନ୍ତା ବଢ଼ାଇଲା |

ଗତ ଏକ ମାସ ମଧ୍ୟରେ ଓଡିଶାର ଅଧିକାଂଶ ସକାରାତ୍ମକ ମାମଲା ଅନ୍ୟ ରାଜ୍ୟରୁ ଫେରୁଥିବା ପ୍ରବାସୀମାନଙ୍କୁ ଚିହ୍ନଟ କରାଯାଇପାରେ କିନ୍ତୁ ମଙ୍ଗଳବାରର ସଂଖ୍ୟା ତାହା ବଦଳାଇ ଦେଇଛି। ପ୍ରଥମ ଥର ପାଇଁ ମେ 1 ରେ ପ୍ରବାସୀ

Select Language