Categories

Tag: Corona Virus

ସମ୍ବଲପୁରରେ ଆଜି ୧୦୨ ଜଣ ପଜିଟିଭ ଚିହ୍ନଟ, ଜିଲ୍ଲାରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୨୬୯୫ ହେଲା

ସମ୍ବଲପୁର,ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ନୂଆ ୧୦୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୨୭୪୫

କରୋନା ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ଚେଷ୍ଟିତ: ସମ୍ବଲପୁର ଜିଲ୍ଲାରେ ୪୮ ଅଞ୍ଚଳରେ ଧାରା ୧୪୪ ଓ ୩୬ କଣ୍ଟେନମେଣ୍ଟ ଜୋନ ଘୋଷିତ |

ସମ୍ବଲପୁର:ଗତ ଏକ ସପ୍ତାହ ଭିତରେ କରୋନାର ପ୍ରାଦୁର୍ଭାବ କୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଠାରେ ଯଥାସମ୍ଭବ ଚେଷ୍ଟା ଜାରି ରହିଛି । ଏହିକ୍ରମରେ ସମଗ୍ର ସମ୍ବଲପୁର ଜିଲ୍ଲାର ୪୮ ଟି ଅଞ୍ଚଳ ରେ

ସମ୍ବଲପୁରରେ ୧୧୨ ଜଣ ପଜିଟିଭ ଚିହ୍ନଟ ସହ ନୂଆ ରେକର୍ଡ କାୟମ |

ସମ୍ବଲପୁର:ଆଜି ସମ୍ବଲପୁର ଜିଲ୍ଲାରେ ୧୧୨ ଜଣ ପଜିଟିଭ ଚିହ୍ନଟ ହେବ ସହିତ ଗୋଟିଏ ଦିନରେ ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ହେବାରେ ରେକର୍ଡ କାୟମ ହୋଇଛି । ଏହା ସହିତ ସମଗ୍ର ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତ

ସମ୍ବଲପୁରରେ କରୋନାର ଦିନିକିଆ ଶତକ: ଆଜିକାର ପଜିଟିଭ ଚିହ୍ନଟ ୧୦୧ ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତ ଙ୍କ ସ°ଖ୍ଯା ୯୨୮

ସମ୍ବଲପୁର,ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ଘୋଷଣା ଅନୁସାରେ ଆଜି ସମ୍ବଲପୁର ଜିଲ୍ଲାରେ ୧୦୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସମ୍ବଲପୁର ରେ କରୋନାର ପ୍ରଥମ ଦିନିକିଆ ଶତକ ଓ ରେକର୍ଡ ବୋଲି କୁହାଯାଉଛି ଓ

ସମ୍ବଲପୁର ସର୍କିଲ ଜେଲରେ କରୋନା ସ°କ୍ରମଣ ଭୟ |

ସମ୍ବଲପୁର:ଏଠାକାର ସର୍କିଲ ଜେଲରେ ଜଣେ ନବାଗତ ବନ୍ଦୀ ପଜିଟିଭ ଚିହ୍ନଟ ହେଲାପରେ ସେଠାରେବର୍ତ୍ତମାନ କରୋନା ସ°କ୍ରମଣ କୁ ନେଇ ଅନ୍ତେବାସୀ ଆତଙ୍କିତ ରହିଛନ୍ତି । ବହୁଚର୍ଚ୍ଚିତ ଲୋହା ବ୍ୟବସାୟୀ ନରେଶ ଅପହରଣ ମାମଲରେ ଲୁଟ ହୋଇଥିବା ସୁନା

ନୂଆ ୯୩ ପଜିଟିଭ ଚିହ୍ନଟ ପରେ ସମ୍ବଲପୁରବାସୀଙ୍କ ଚିନ୍ତା ବଢିଲା

ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ନୂଆ ୯୩ ଜଣ ପଜିଟିଭ ଚିହ୍ନଟ ଘୋଷଣା ପରେ ସମ୍ବଲପୁରବାସୀଙ୍କ ମନରେ ଛନକା ପଶିବା ସହିତ ଚିନ୍ତା ବଢି ଯାଇଛି । ଏହାସହିତ ସମଗ୍ର ଜିଲ୍ଲାରେ ଏପର୍ଯ୍ୟନ୍ତ ମୋଟ କରୋନା ପଜିଟିଭ

ଜେଏମଜେ ହସ୍ପିଟାଲରେ ଜନସାଧାରଣ ଙ୍କ ପାଇଁ ଚିକିତ୍ସା ବିଷୟରେ ପ୍ରଶାସନ ଭୁୟାଁ ବୁଲାଉଛି: ବିଧାୟକ

ସମ୍ବଲପୁର,ସ୍ଥାନୀୟ ବରେଇପାଲି ସ୍ଥିତ ଜେଏମଜେ ହସ୍ପିଟାଲରେ ଜନସାଧାରଣ ଙ୍କ ପାଇଁ ସମସ୍ତ ଚିକିତ୍ସା ସେବା ଯୋଗାଇ ଦେବା ବିଷୟରେ ଜିଲ୍ଲା ପ୍ରଶାସନ ଭୁୟାଁ ବୁଲାଉଛି ବୋଲି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଅଭିଯୋଗ ଆଣିଛନ୍ତି । ଏବିଷୟରେ

Select Language