Category: Regional

ସମ୍ବଲପୁରରେ କରୋନାର ଦିନିକିଆ ଶତକ: ଆଜିକାର ପଜିଟିଭ ଚିହ୍ନଟ ୧୦୧ ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତ ଙ୍କ ସ°ଖ୍ଯା ୯୨୮

ସମ୍ବଲପୁର,ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ଘୋଷଣା ଅନୁସାରେ ଆଜି ସମ୍ବଲପୁର ଜିଲ୍ଲାରେ ୧୦୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସମ୍ବଲପୁର ରେ କରୋନାର ପ୍ରଥମ ଦିନିକିଆ ଶତକ ଓ ରେକର୍ଡ ବୋଲି କୁହାଯାଉଛି ଓ

ସମ୍ବଲପୁର ଉତ୍ସବ ମୁଖରିତ, ଆଲୋକମାଳା ସଜାଇ ଲଡୁ ବଣ୍ଟାଗଲା ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ଭୂମିପୂଜନ ପରେ ଜନସାଧାରଣ ଙ୍କ ମନରେ ଉତ୍ସାହ

ସମ୍ବଲପୁର,ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପାଇଁ ଭୂମିପୂଜା ସମ୍ପନ୍ନ ହେବାରୁ ଦୀର୍ଘ ୫୦୦ ବର୍ଷର ଅପେକ୍ଷା, ଲଢେଇ, ସଂଗ୍ରାମ ଓ ବଳିଦାନ ପରେ ସଫଳତା ସନାତନ ଧର୍ମର ଇତିହାସରେ ସ୍ବର୍ଣ୍ଣିମ ଦିବସ ରୂପେ ଲିପିବଦ୍ଧ ହୋଇ ଯାଇଛି ।

ସମ୍ବଲପୁର ସର୍କିଲ ଜେଲରେ କରୋନା ସ°କ୍ରମଣ ଭୟ |

ସମ୍ବଲପୁର:ଏଠାକାର ସର୍କିଲ ଜେଲରେ ଜଣେ ନବାଗତ ବନ୍ଦୀ ପଜିଟିଭ ଚିହ୍ନଟ ହେଲାପରେ ସେଠାରେବର୍ତ୍ତମାନ କରୋନା ସ°କ୍ରମଣ କୁ ନେଇ ଅନ୍ତେବାସୀ ଆତଙ୍କିତ ରହିଛନ୍ତି । ବହୁଚର୍ଚ୍ଚିତ ଲୋହା ବ୍ୟବସାୟୀ ନରେଶ ଅପହରଣ ମାମଲରେ ଲୁଟ ହୋଇଥିବା ସୁନା

ନୁଆଖାଇ ଓ ଗଣେଶ ପୂଜା ଦିନ ଶଟଡାଉନ ଘୋଷଣା ଯୋଗୁଁ ଜନରୋଷ

ସମ୍ବଲପୁର:ବର୍ତମାନ ସମଗ୍ର ସମ୍ବଲପୁର ଜିଲ୍ଲାରେ କରୋନା ସଙ୍କଟ କୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏମାସର ଶେଷ ଚାରୋଟି ଯାକ ସପ୍ତାହାନ୍ତ ଶନିବାର ଓ ରବିବାର ଦିନ ଗୁଡିକ ରେ ଶଟଡାଉନ ଘୋଷଣା କରାଯାଇଛି

କରୋନା କଟକଣା ମଧ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ।

ସମ୍ବଲପୁର: ଏହି ମାଟିର ଗର୍ବ ଓ ଗୌରବ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଆଜି ଉତ୍ସାହ ଓ ଉଦ୍ଦୀପନା ସହିତ ପାଳନ କରାଯାଇଛି । ଅବଶ୍ୟ କରୋନା କଟକଣା ପାଇଁ ଅଧିକା°ଶ ଲୋକେ ନିଜ ଘରେ

ନୂଆ ୯୩ ପଜିଟିଭ ଚିହ୍ନଟ ପରେ ସମ୍ବଲପୁରବାସୀଙ୍କ ଚିନ୍ତା ବଢିଲା

ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ନୂଆ ୯୩ ଜଣ ପଜିଟିଭ ଚିହ୍ନଟ ଘୋଷଣା ପରେ ସମ୍ବଲପୁରବାସୀଙ୍କ ମନରେ ଛନକା ପଶିବା ସହିତ ଚିନ୍ତା ବଢି ଯାଇଛି । ଏହାସହିତ ସମଗ୍ର ଜିଲ୍ଲାରେ ଏପର୍ଯ୍ୟନ୍ତ ମୋଟ କରୋନା ପଜିଟିଭ

ଜେଏମଜେ ହସ୍ପିଟାଲରେ ଜନସାଧାରଣ ଙ୍କ ପାଇଁ ଚିକିତ୍ସା ବିଷୟରେ ପ୍ରଶାସନ ଭୁୟାଁ ବୁଲାଉଛି: ବିଧାୟକ

ସମ୍ବଲପୁର,ସ୍ଥାନୀୟ ବରେଇପାଲି ସ୍ଥିତ ଜେଏମଜେ ହସ୍ପିଟାଲରେ ଜନସାଧାରଣ ଙ୍କ ପାଇଁ ସମସ୍ତ ଚିକିତ୍ସା ସେବା ଯୋଗାଇ ଦେବା ବିଷୟରେ ଜିଲ୍ଲା ପ୍ରଶାସନ ଭୁୟାଁ ବୁଲାଉଛି ବୋଲି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଅଭିଯୋଗ ଆଣିଛନ୍ତି । ଏବିଷୟରେ

ହୀରାକୁଦକୁ ଲକ୍ଷେ କ୍ଯୁସେକରୁ ଅଧିକ ବନ୍ଯାଜଳ ପ୍ରବେଶ ସହିତ ଜଳସ୍ତର ୬୧୪ ଫୁଟ ଟପିଲା

ସମ୍ବଲପୁର,ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳବର୍ଷା ଯୋଗୁଁ ବର୍ତ୍ତମାନ ଏହା ଭିତରକୁ ପ୍ରବେଶ କରୁଥିବା ଜଳରାଶିର ପରିମାଣ ଏବର୍ଷ ପ୍ରଥମଥର ପାଇଁ ଏକ ଲକ୍ଷ ଉପରକୁ ପହଞ୍ଚିଛି । ଏହା ସହିତ ଜଳସ୍ତର ମଧ୍ୟ ଦୃତଗତିରେ ବୃଦ୍ଧି ପାଇ

ସାଂସଦ ଶ୍ରୀ ସୁରେଶ ପୂଜାରୀଙ୍କ ଉଦ୍ୟମ ବଳେ ବରଗଡ଼-ବଲାଙ୍ଗୀର ଜାତୀୟ ରାଜପଥ ପାଇଁ 414 କୋଟି ଟଙ୍କା ଅନୁମୋଦନ |

ଯେବେଠାରୁ ଶ୍ରୀ ସୁରେଶ ପୂଜାରୀ ବରଗଡ଼ ସାଂସଦ ହେଇଛନ୍ତି ସେବେଠାରୁ କିଛି ନା କିଛି ତାଙ୍କ ଉଦ୍ୟମ ବଳେ ନୂଆ ପ୍ରଗତି ଦେଖିବାକୁ ମିଳି ଆସୁଛି | ତାଙ୍କର ଏହି ଆନ୍ତରିକତା ଓ ଉଦ୍ୟମ ସକାଶେ ପୁଣି

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ନିଯୁକ୍ତି ରେ ଓଡିଶା ସରକାରଙ୍କ ବଡ଼ ଅବହେଳା କାହିଁକି ?

ଶ୍ରୀ ସୁବାଷ ଚୌହାନଙ୍କ ବିୟୋଗ ହେବାର ଆଜିକୁ ଏକ ମାସରୁ ଉର୍ଧ୍ଵ ସମୟ ହେଲାଣି | ସେ ଥିଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ | ଗତ ମେ ମାସ ୧୦ ତାରିଖ ଦିନ ଲିଭର

Select Language