ସମ୍ବଲପୁର:ବର୍ତମାନ ସମଗ୍ର ସମ୍ବଲପୁର ଜିଲ୍ଲାରେ କରୋନା ସଙ୍କଟ କୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏମାସର ଶେଷ ଚାରୋଟି ଯାକ ସପ୍ତାହାନ୍ତ ଶନିବାର ଓ ରବିବାର ଦିନ ଗୁଡିକ ରେ ଶଟଡାଉନ ଘୋଷଣା କରାଯାଇଛି
ଗୁଟେ ମାସ ଭିତରେ ଓଡିଶାର ବହୁତ ସକାରାତ୍ମକ ମାମଲା ଅନ୍ୟ ରାଏଜ ନୁ ଫେରୁଥିବା ଲୋକ ମାନଙ୍କୁ ଚିହ୍ନଟ କରାଯାଇପାର୍ବା କିନ୍ତୁ ମଂଗଲବାର ର ସଂଖ୍ୟା ହେଟା ବଦଲେଇ ଦେଇଛି। ପହେଲା ଥର ଲାଗି ମେ 1

