Author: Editor

ସମ୍ବଲପୁରରେ ୧୧୨ ଜଣ ପଜିଟିଭ ଚିହ୍ନଟ ସହ ନୂଆ ରେକର୍ଡ କାୟମ |

ସମ୍ବଲପୁର:ଆଜି ସମ୍ବଲପୁର ଜିଲ୍ଲାରେ ୧୧୨ ଜଣ ପଜିଟିଭ ଚିହ୍ନଟ ହେବ ସହିତ ଗୋଟିଏ ଦିନରେ ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ହେବାରେ ରେକର୍ଡ କାୟମ ହୋଇଛି । ଏହା ସହିତ ସମଗ୍ର ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତ

ସମ୍ବଲପୁର ଉତ୍ସବ ମୁଖରିତ, ଆଲୋକମାଳା ସଜାଇ ଲଡୁ ବଣ୍ଟାଗଲା ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ଭୂମିପୂଜନ ପରେ ଜନସାଧାରଣ ଙ୍କ ମନରେ ଉତ୍ସାହ

ସମ୍ବଲପୁର,ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପାଇଁ ଭୂମିପୂଜା ସମ୍ପନ୍ନ ହେବାରୁ ଦୀର୍ଘ ୫୦୦ ବର୍ଷର ଅପେକ୍ଷା, ଲଢେଇ, ସଂଗ୍ରାମ ଓ ବଳିଦାନ ପରେ ସଫଳତା ସନାତନ ଧର୍ମର ଇତିହାସରେ ସ୍ବର୍ଣ୍ଣିମ ଦିବସ ରୂପେ ଲିପିବଦ୍ଧ ହୋଇ ଯାଇଛି ।

ସମ୍ବଲପୁର ସର୍କିଲ ଜେଲରେ କରୋନା ସ°କ୍ରମଣ ଭୟ |

ସମ୍ବଲପୁର:ଏଠାକାର ସର୍କିଲ ଜେଲରେ ଜଣେ ନବାଗତ ବନ୍ଦୀ ପଜିଟିଭ ଚିହ୍ନଟ ହେଲାପରେ ସେଠାରେବର୍ତ୍ତମାନ କରୋନା ସ°କ୍ରମଣ କୁ ନେଇ ଅନ୍ତେବାସୀ ଆତଙ୍କିତ ରହିଛନ୍ତି । ବହୁଚର୍ଚ୍ଚିତ ଲୋହା ବ୍ୟବସାୟୀ ନରେଶ ଅପହରଣ ମାମଲରେ ଲୁଟ ହୋଇଥିବା ସୁନା

କରୋନା କଟକଣା ମଧ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ।

ସମ୍ବଲପୁର: ଏହି ମାଟିର ଗର୍ବ ଓ ଗୌରବ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଆଜି ଉତ୍ସାହ ଓ ଉଦ୍ଦୀପନା ସହିତ ପାଳନ କରାଯାଇଛି । ଅବଶ୍ୟ କରୋନା କଟକଣା ପାଇଁ ଅଧିକା°ଶ ଲୋକେ ନିଜ ଘରେ

ଜେଏମଜେ ହସ୍ପିଟାଲରେ ଜନସାଧାରଣ ଙ୍କ ପାଇଁ ଚିକିତ୍ସା ବିଷୟରେ ପ୍ରଶାସନ ଭୁୟାଁ ବୁଲାଉଛି: ବିଧାୟକ

ସମ୍ବଲପୁର,ସ୍ଥାନୀୟ ବରେଇପାଲି ସ୍ଥିତ ଜେଏମଜେ ହସ୍ପିଟାଲରେ ଜନସାଧାରଣ ଙ୍କ ପାଇଁ ସମସ୍ତ ଚିକିତ୍ସା ସେବା ଯୋଗାଇ ଦେବା ବିଷୟରେ ଜିଲ୍ଲା ପ୍ରଶାସନ ଭୁୟାଁ ବୁଲାଉଛି ବୋଲି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଅଭିଯୋଗ ଆଣିଛନ୍ତି । ଏବିଷୟରେ

ରାଜ୍ୟପାଳ ଙ୍କ ମଞ୍ଜୁରୀ, ଆନ୍ଧ୍ର ପ୍ରଦେଶ ରେ ହେବ ତିନିଟି ରାଜଧାନୀ |

୨୦୧୪ରେ ତେଲେଙ୍ଗାନା ଅଲଗା ରାଜ୍ୟ ଭାବରେ ଗୃହୀତ ହେବା ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ଵାଇ ଏସ୍‌ ଜଗନ୍‌ ମୋହନ ରେଡ୍ଡୀ ୨୦୧୯ରେ ଗୋଟାଏ ବଦଳରେ ଆନ୍ଧ୍ରପ୍ରଦେଶର ତିନି ତିନିଟା ରାଜଧାନୀ ରହିବ ବୋଲି ଘୋଷଣା କରିଥିଲେ |

ସାଂସଦ ଶ୍ରୀ ସୁରେଶ ପୂଜାରୀଙ୍କ ଉଦ୍ୟମ ବଳେ ବରଗଡ଼-ବଲାଙ୍ଗୀର ଜାତୀୟ ରାଜପଥ ପାଇଁ 414 କୋଟି ଟଙ୍କା ଅନୁମୋଦନ |

ଯେବେଠାରୁ ଶ୍ରୀ ସୁରେଶ ପୂଜାରୀ ବରଗଡ଼ ସାଂସଦ ହେଇଛନ୍ତି ସେବେଠାରୁ କିଛି ନା କିଛି ତାଙ୍କ ଉଦ୍ୟମ ବଳେ ନୂଆ ପ୍ରଗତି ଦେଖିବାକୁ ମିଳି ଆସୁଛି | ତାଙ୍କର ଏହି ଆନ୍ତରିକତା ଓ ଉଦ୍ୟମ ସକାଶେ ପୁଣି

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ନିଯୁକ୍ତି ରେ ଓଡିଶା ସରକାରଙ୍କ ବଡ଼ ଅବହେଳା କାହିଁକି ?

ଶ୍ରୀ ସୁବାଷ ଚୌହାନଙ୍କ ବିୟୋଗ ହେବାର ଆଜିକୁ ଏକ ମାସରୁ ଉର୍ଧ୍ଵ ସମୟ ହେଲାଣି | ସେ ଥିଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ | ଗତ ମେ ମାସ ୧୦ ତାରିଖ ଦିନ ଲିଭର

Select Language