ସମ୍ବଲପୁର,ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ଘୋଷଣା ଅନୁସାରେ ଆଜି ସମ୍ବଲପୁର ଜିଲ୍ଲାରେ ୧୦୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସମ୍ବଲପୁର ରେ କରୋନାର ପ୍ରଥମ ଦିନିକିଆ ଶତକ ଓ ରେକର୍ଡ ବୋଲି କୁହାଯାଉଛି ଓ
ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ଓଡ଼ିଶାର ଗୃହ ଓ ଶକ୍ତି ମନ୍ତ୍ରୀ ଶ୍ରୀ ଦିବ୍ୟା ଶଙ୍କର ମିଶ୍ର ଏବଂ ସଦସ୍ୟମାନେ ଭବାନୀପାଟଣରୁ ଜୁନାଗଡ଼ ପର୍ଯ୍ୟନ୍ତ ସାଇକେଲ ଯୋଗେ 26 କିଲୋମିଟର ଦୂରତା ଅତିକ୍ରମ କରିଥିଲେ। ମାସ୍କ,