Day: August 29, 2020

ହୀରାକୁଦ ବନ୍ଧର ସ୍ଥିତି ଉଦବେଗଜନକ: ଜଳଭଣ୍ଡାରକୁ ପ୍ରତି ସେକେଣ୍ଡ ୯ ଲକ୍ଷ କ୍ୟୁସେକ ଜଳ ପ୍ରବେଶ ଯୋଗୁଁ ସ୍ଥିତି ଗମ୍ଭୀର

ସମ୍ବଲପୁର,ପ୍ରାୟ ୬୪ ବର୍ଷ ପୂର୍ବେ ନିର୍ମିତ ହୀରାକୁଦ ବନ୍ଧର ସ୍ଥିତି ବର୍ତ୍ତମାନ ଉଦବେଗଜନକ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡ ପ୍ରାୟ ୯ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଛି ଓ ସର୍ବୋଚ୍ଚ ଜଳସ୍ତର ସୀମା ୬୩୦

Select Language