ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ଓଡ଼ିଶାର ଗୃହ ଓ ଶକ୍ତି ମନ୍ତ୍ରୀ ଶ୍ରୀ ଦିବ୍ୟା ଶଙ୍କର ମିଶ୍ର ଏବଂ ସଦସ୍ୟମାନେ ଭବାନୀପାଟଣରୁ ଜୁନାଗଡ଼ ପର୍ଯ୍ୟନ୍ତ ସାଇକେଲ ଯୋଗେ 26 କିଲୋମିଟର ଦୂରତା ଅତିକ୍ରମ କରିଥିଲେ। ମାସ୍କ, ହ୍ୟାଣ୍ଡ ସାନିଟାଇଜର ବ୍ୟବହାର ଏବଂ ସାମାଜିକ ଦୂରତା ବଜାୟ ରଖିବା ଏହି ସାଇକେଲ ଚାଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା |



